Thursday, September 24, 2026
ADVERTISEMENT
Home କୋରାପୁଟ ଜୟପୁର ପୌରାଞ୍ଚଳ ଷ୍ଟଲ ଭଡା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ; o୩କୋଟି ସ୍ଥାନରେ ୫୦...

ଜୟପୁର ପୌରାଞ୍ଚଳ ଷ୍ଟଲ ଭଡା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ; o୩କୋଟି ସ୍ଥାନରେ ୫୦ ଲକ୍ଷ

273
ADVERTISEMENT

କୋରାପୁଟ,୧୧ /୨(ସୁକାନ୍ତ ପ୍ରଧାନ) :ଜୟପୁର ପୌରାଞ୍ଚଳରେ ଆବଣ୍ଟନ କରାଯାଇଥିବା ଆଠଶହଟି ଦୋକାନ ଗୃହର ଭଡା ବାବଦରେ ବର୍ଷକୁ ୩କୋଟି ହେବା ସ୍ଥଳେ ୫୦ଲକ୍ଷ ଟଙ୍କା ଆଦାୟ ହେଉଥିବା ଜାଣିବା ପରେ ନୂତନ ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାଇତ୍ୱ ନେଇଥିବା ଆଲୋକ ରଞ୍ଜନ ସାମନ୍ତରାୟ ଭଡା ଖିଲାପକାରୀଙ୍କ ଠାରୁ ବକେୟା ଆଦାୟ କରିବା ପାଇଁ ପ୍ରଶାସନିକ ଏବଂ ପୁଲିସ ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରିଥିବା ଏକ ସମତ ସୂତ୍ରରୁ ଜଣାପଡିଛି । ଖିଲାପକାରୀଙ୍କ ଷ୍ଟଲକୁ ସିଲ କରିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପୌରପ୍ରଶାସନ ପ୍ରସ୍ତୁତ ହେଉଥିବା ଏହି ସୂତ୍ରରୁ ଜଣାପଡୁଛି ।

Advertisement