Thursday, September 24, 2026
ADVERTISEMENT
Home କେନ୍ଦୁଝର ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରୁ ଚୋରି

ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରୁ ଚୋରି

374
ADVERTISEMENT

କେନ୍ଦୁଝର,୧୧/୨(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟ ଓସିଏଲା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରବିବାର ରାତିରେ ତାଲା ତାଡି ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ସୂଚନା ମିଳିଛି। ଶାଖା ପରିଚାଳକ ସଦର ଥାନାରେ ଅଭିଯୋଗ କରିବା ପରେ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସଦର ଥାନା ଆଇଆଇସି ଜୟନାରାୟଣ ଖଣ୍ଡେଇ କହିଛନ୍ତି ଯେ, ତଦନ୍ତ ଚାଲିଛି । କେତେ ଟଙ୍କା ଚୋରି ହୋଇଛି ତାର ଠିକ୍‌ ଆକଳନ ହୋଇପାରିନି, ଏହା ତଦନ୍ତ ପରେ ଜଣାପଡିବ।

Advertisement