କୋରାପୁଟରେ ୧୧୨୭କେଜି ଗଂଜେଇ ଜବତ : ୪ ଗିରଫ

265
ADVERTISEMENT

କରାପୁଟ୍,୧୧/୨(ପରେସ ବିଶଇ) : କରାପୁଟ୍ ଜିଲ୍ଲା ବୈପାରିଗୁଡା ଠାରେ ୬୦ ଲକ୍ଷ ଟଙ୍କାର ଗଂଜେଇ ଜବତ୍ । ହରିୟାନାର ଏକ ୧୦ଦଶ ଚକିୟା ଟ୍ରକ୍ ରେ ଉତର ପ୍ରଦେଶ ଚାଲଣ ହେଉଥିବା ବେଳେ ୧୧୨୭କେଜି ଗଂଜେଇ ବୈପାରିଗୁଡା ପୁଲିସ୍ ଦ୍ୱାରା ଜବତ କରାଯାଇଛି ଓ ଏଥିରେ ୪ଜଣଙ୍କୁ ଗିରଫ କରାଯାଇଛି ।

Advertisement