ବାଲିଗୁଡ଼ା,୬।୨(ଟିକି ଦଣ୍ଡିଆ): ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା କନ୍ଧମାଳ ବାଲିଗୁଡ଼ା ଭଗାମୁଣ୍ଡା ଠାରେ ମା’ ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା କରାଯାଇଛି । ଏହି ଯାତ୍ରା ଭଗାମୁଣ୍ଡା ଠାରୁ ବାହାରି ବଜାରସାହି ନୁଆସାହି, ଦଣ୍ଡପଦର, ଇଲେକ୍ଟ୍ରି ସାହି ପାଟଖଣ୍ଡା ଭ୍ରମଣ କରାଯାଇଥିଲା । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।




















