Friday, November 6, 2026
ADVERTISEMENT
Home ଜିଲ୍ଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଦାବୀ ନେଇ ପଦ୍ମପୁର ଓକିଲ ସଙ୍ଘର ୧୨ଘଣ୍ଟିଆ...

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଦାବୀ ନେଇ ପଦ୍ମପୁର ଓକିଲ ସଙ୍ଘର ୧୨ଘଣ୍ଟିଆ ବନ୍ଦ ଡାକରା

424
ADVERTISEMENT

ବରଗଡ,୫।୨(ରାକେଶ କୁମାର ଦାଶ) : ବରଗଡ ଜିଲ୍ଲା ପଦ୍ମପୁର ସବଡ଼ିଭିଜନ ପଶ୍ଚିମ ଓଡିଶାରେ ହାଇକୋର୍ଟ ଦାବୀ ନେଇ ପଦ୍ମପୁର ଓକିଲ ସଙ୍ଘର ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି , ସକାଳ ପ୍ରାୟ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଜି ପଦ୍ମପୁରର ସମସ୍ତ ଦୋକାନ ବଜାର ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରା ଯାଇଥିଲା, ସମସ୍ତ ଜନ ସାଧାରଣ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁ ଯାତାୟାତରେ ବହୁ ଲୋକ, ଯାନବାହାନ ଚଳାଚଳ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲା

Advertisement