Thursday, August 20, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମରକୁ ପିଟିଲା ଟ୍ରକ୍।

ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମରକୁ ପିଟିଲା ଟ୍ରକ୍।

29
ADVERTISEMENT

ବରଗଡ଼,୨୧।୦୩ (ଡ଼ି.ଏଚ ବ୍ୟୁରୋ):-ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ନିକଟରେ ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମରକୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇଥିବାବେଳେ ଟ୍ରାନ୍ସଫର୍ମରଟି କ୍ଷତିଗ୍ରସ୍ତ ହୋଇଛି। ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଟ୍ରକ୍ ଟି ସାମ୍ନାପଟୁ ଆସୁଥିବା ଅନ୍ୟ ଏକ ଟ୍ରକକୁ ବଞ୍ଚାଇବାକୁ ଯାଇ ଟ୍ରାନ୍ସଫର୍ମରକୁ ପିଟି ହୋଇଥିଲା ।

Advertisement