ଦିଲ୍ଲୀ ନିର୍ବାଚନରେ ପ୍ରଥମଥର ପ୍ରଚାର ମଇଦାନରେ ମୋଦି

267
ADVERTISEMENT

ନୂଆଦିଲ୍ଲୀ,୩।୨(ଡି.ଏଚ) : ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ, ଏଥିରେ ପୂର୍ବରୁ ହେଭି ଓ୍ବେଟ୍‌ ରାଜନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ପ୍ରଥମକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନରେ ଦେଖାଦେଇଛନ୍ତି। ସେ ଦିଲ୍ଲୀର କାରକରଡୁମାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି। କେନ୍ଦ୍ରୀୟ ବଜେଟ ପରେ ଏହି ରାଲିର ଆୟୋଜନ କରାଯାଇଥିବା ବେଳେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ମୋଦିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଦଳ ପକ୍ଷରୁ ଅନୁମାନ କରାଯାଇଛି।

Advertisement