ତୁମୁଡିବନ୍ଧ ୩୦ / ୧(ନଳିନୀ କାନ୍ତ ମିଶ୍ର): ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ଠାରେ ଗତକାଲି ତା ୨୯ା୧ ରିଖ ଦିନ କୁର୍ତ୍ତମଗଡ଼ ଚର୍ଚ୍ଚ ଠାରେ ସାଧୁ ସେବାସ୍ତିଆନ ପର୍ବ ବଡ ଧୁମଧାମ ରେ ପାଳନ କରିଥିଲେ ଏଥିରେ ରାୟଗଡା ଜିଲ୍ଲାର ଡାୟୋସୀସ ର ବିଷମ ମହାରାଜା ଶ୍ରୀ ଆପ୍ଲିନାର ସେନାପତି ଓ କୁର୍ତ୍ତମଗଡ଼ ଧର୍ମାଞ୍ଚକର ମୁଖ୍ୟ ଧର୍ମ ଯାଜକ ଶ୍ରୀ ଯୁଗଳ କିଶୋର ଦିଗାଲ ଓ କୁର୍ତ୍ତମଗଡ଼ ସହକାରୀ ଯାଜକ ଟି ଫ୍ରାନସୀସ କଂହର ଓ ଫାଦର ଷ୍ଟିଫାନ, ଫାଦର ଆଲେଖ, ଫାଦର ବିନେୟ ଓ କଲିକତା ରୁ ଆସି ଥିବା ସିଷ୍ଟର ରୋଜଏସ ରାଜ ପ୍ରଵାନସେଲ ଡେରେଷା ଓ ୟାରିସ ପ୍ରବିଣ ସିଲ ଓ ଟେନଶା କାରକଲ ଯୋଗ ଦେଇ ଥିଲେ l




















