Sunday, September 27, 2026
ADVERTISEMENT
Home କୋରାପୁଟ ଜୟପୁରରେ ଆଜି ବିରୋଧିଦଳର ଭାରତବନ୍ଦ ଡାକରା ବିଫଳ ହୋଇଛି

ଜୟପୁରରେ ଆଜି ବିରୋଧିଦଳର ଭାରତବନ୍ଦ ଡାକରା ବିଫଳ ହୋଇଛି

487
ADVERTISEMENT

ଜୟପୁର,୨୯।୧(ସୁକାନ୍ତ ପ୍ରଧାନ) ସବୁଦିନ ପରି ଆଜି ମଧ୍ୟ ଦୋକାନ ବଜାର ଖୋଲା ରହିଛି ବନ୍ଦର କୌଣସି ପ୍ରଭାବ ପଡ଼ିନାହିଁ l କେବଳ ଜାତରିବାହିବସକୁ ଛାଡିଦେଲେ ଆଉ ସମସ୍ତ ଯାନବାହାନ ଚଳାଚଳ କରୁଛି l ବାରମ୍ବାର ବନ୍ଦକୁ ଜନସାଧାରଣ ନିନ୍ଦା କରୁଛନ୍ତି l

Advertisement