ପୌରପାଳିକା ଅଧିକାରୀଙ୍କ ତାଗିଦ

257
ADVERTISEMENT

ଜୟପୁର,୨୮।୧(ସୁକାନ୍ତ ପ୍ରଧାନ ) : ଜୟପୁରରେ ନୂତନ ଭାବେ ତିଆରିହୋଇ ଦୋକାନ ପାଇଁ ହିତାଧିକାରୀଙ୍କୁ ଦିଆଯାଇଥିଲା l କିନ୍ତୁ ହିତାଧିକାରୀମାନେ ଠିକ ସମୟରେ କର ପୈଠ ନ କରି ପ୍ରାୟ ୧୨ଲକ୍ଷ ଟଙ୍କା ବାକିପଡ଼ିଛି l ଏହାର ତଦନ୍ତ କରି ପୌରପାଳିକାର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଆଲୋକ ରଞ୍ଜନ ସାମନ୍ତରାୟ (OAS)ଵିଜ୍ଞାପତି ଜାରିକରିଛନ୍ତି l ଯଦି ଜାନୁଆରୀ ୩୧ ସୁଦ୍ଧା ବକେୟା ପାଉଣା ଜମା ନହୁଏ ତାହାଲେ ଏହା ଅନ୍ୟତ୍ର ଲୋକଙ୍କୁ ଦେବାକୁ ବାଧ୍ୟ ହେବେ ବୋଲି ତାଗିଦ କରିଛନ୍ତି l

Advertisement