କୋରାପୁଟଜିଲ୍ଲା ଜୟପୁରରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ By Dunia Halchal - January 27, 2020 262 Share FacebookXPinterestWhatsApp ADVERTISEMENT ଜୟପୁର, ୨୭/୧(ଡି.ଏଚ ): ଭାରତର ୭୧ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ହୋଇଯାଇଛି. ଏହି ଉତ୍ସବରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଲୋକନାଥ ଦଳବେହେରା ଉପସ୍ଥିତ ରହି ସମ୍ମିଳିତ ପ୍ୟାରେଡରେ ଅଭିବାଦନ କରିଥିଲେ । Advertisement