Thursday, November 19, 2026
ADVERTISEMENT
Home କନ୍ଧମାଳ କୋଟଗଡ଼ : ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

କୋଟଗଡ଼ : ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

643
ADVERTISEMENT

କୋଟଗଡ଼ ,୨୬/୧(ନଳିନୀ କାନ୍ତ ମିଶ୍ର):କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ହାଇ ସ୍କୁଲ ପଡିଆଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବି.ଡି.ଓ ଶ୍ରୀ କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲଦାର ଶ୍ରୀ ଲକ୍ଷଣ ଚରଣ ସୁରେନ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ହରମୋହନ ନାୟକ ଓ ଅଧକ୍ଷା ଶ୍ରୀମତୀ ସବିତା ମଲିକ, ଉପ ଅଧକ୍ଷ ଶ୍ରୀ ଜି.ଭି.ଆର ପାନ୍ତୁଲୁ ରାଓ, ଏମ.ପି ପ୍ରତିନିଧି ମୋନଜ କୁମାର ସାବତ ଆଦି ଯୋଗ ଦେଇଥିଲେl

Advertisement