Thursday, November 19, 2026
ADVERTISEMENT
Home କନ୍ଧମାଳ ବାଲିଗୁଡ଼ା : ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ବାଲିଗୁଡ଼ା : ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

777
ADVERTISEMENT

ବାଲିଗୁଡ଼ା,୨୬/୧(ଟିକି ଦଣ୍ଡିଆ/ସୁରେଶ କୁମାର ପଣ୍ଡା):ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିନ ହୋଇଯାଇଛି ଏହି ଦିବସରେ ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର ନାଥ ନନ୍ଦ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ଦେଇଥିଲେ ଏହା ପରେ ପ୍ୟାରେଡ଼ କରାଯାଇଥିଲା ଏହି ପ୍ୟାରେଡ଼ରେ ମୋଟ ୪୫ଟି ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ପ୍ୟାରେଡ଼ କରିବା ପରେ କିଛି ନୃତ୍ୟ ପରିବେଷଣ ହୋଇଥିବା ସହ ଭାଗ ନେଇଥିବା ସ୍କୁଲକୁ ପୁରସ୍କାର ବିତରଣ ହୋଇଥିଲା ଏହା ପରେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ବନବାସୀ ସମିତିରେ ରହୁଥିବା ବୃଦ୍ଧା ବୃଦ୍ଧ ଓ ଉପକାରାଗାର କଏଦୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l

Advertisement