ବାଲିଗୁଡା, ୨୬/୧(ସୁରେଶ କୁମାର ପଣ୍ଡା): ବାଲିଗୁଡା ବିଜ୍ଞାପିତ ଅଂଚଳରେ ଆମ ସହର ଆମ ଉନ୍ନତି ଯୋଜନାରେ ରାସ୍ତାଗୁଡିକର ସେମିତି କିଛି ଆଖି ଦୃଶିଆ ଉନ୍ନତି ହେଉନଥିବା ଅଭିଯୋଗ ହେଉଛି । ରାସ୍ତା ଗୁଡିକର ସଠିକ ମରାମତି ନହେଲେ ଜନଆନ୍ଦୋଳନର ଆଶଂକା ଦେଖାଦେଉଛି । କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।




















