Thursday, November 19, 2026
ADVERTISEMENT
Home କନ୍ଧମାଳ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା

496
ADVERTISEMENT

ବାଲିଗୁଡ଼ା,୨୫/୧(ବାଳକୃଷ୍ଣ ପାଢ଼ୀ/ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଛି ଏହି ପ୍ରତିଯୋଗିତା ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର ନାଥନନ୍ଦଙ୍କ ଦ୍ୱାରା ଉଦଘାଟନ କରାଯିବା ସହ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ ଏହି ଗଣଦୌଡ଼ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପର୍ଯ୍ୟନ୍ତ କରାଯାଇଥିଲା l

Advertisement