ରାଷ୍ଟ୍ରପତି : ୨୨ଜଣ ବାଳିକାବାଳକଙ୍କୁ ଜାତୀୟ ଶାହସିକତା ପୁରସ୍କାରରେ ସମ୍ମାନୀତ କଲେ

254
ADVERTISEMENT

ନୂଆଦିଲ୍ଲୀ,୨୨।୧(ଡି.ଏଚ) : ଚଳିତ ବର୍ଷ ୨୨ ଜଣ ବାଳିକାବାଳକଙ୍କୁ ଜାତୀୟ ଶାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୧୦ ବାଳିକା ଏବଂ ୧୨ ଜଣ ବାଳକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରିଛନ୍ତି।

Advertisement