Thursday, November 19, 2026
ADVERTISEMENT
Home କନ୍ଧମାଳ ମୋ ସରକାର ଉଦଘାଟନ

ମୋ ସରକାର ଉଦଘାଟନ

358
ADVERTISEMENT

ବାଲିଗୁଡ଼ା,୨୧/୧(ଟିକି ଦଣ୍ଡିଆଙ୍କ/ସୁରେଶ କୁମାର ପଣ୍ଡା):ବାଲିଗୁଡ଼ା ଉପଖଣ୍ଡରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୋ ସରକାର ଉଦଘାଟନ କରାଯାଇଛି ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତଙ୍କ ଦ୍ୱାର ଉଦଘାଟନ କରାଯାଇଛି l

ଏହା ଦ୍ୱାରା ଆଦିବାସୀ ଓ ହରିଜନ ଉନ୍ନୟନ ସଂସ୍ଥାର କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ତଥା ଦୁର୍ଗମ ଅଂଚଳରେ ସଂସ୍ଥା ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ମୋ ସରକାରରେ ସାମିଲ କରାଗଲା l

Advertisement