Friday, November 6, 2026
ADVERTISEMENT
Home ଜିଲ୍ଲା ପୁଣି ରାଜ ରାସ୍ତାକୁ ଓଲ୍ଲାଇଲେ ଚାଷୀ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

ପୁଣି ରାଜ ରାସ୍ତାକୁ ଓଲ୍ଲାଇଲେ ଚାଷୀ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି

705
ADVERTISEMENT

ବରଗଡ,୨୦ା୧(ରାକେଶ କୁମାର ଦାସ ) : ବରଗଡ ଜିଲ୍ଲା ପଦ୍ମପୁର ଉଖଣ୍ଡସ୍ଥ ଲଖମାର ସୋସାଇଟିରେ ଦୀର୍ଘଦିନ ଧରି ପ୍ରାୟ 300ରୁ ଉର୍ଦ୍ଧ ଚାଷୀଙ୍କ ନାମ ସୋସାଇଟିରେ ପଂଜିକୃତ ନ ହୋଇ ସେମାନଙ୍କ ଧନ ଏଯାଏଁ ମଣ୍ଡିରୁ ଉଠି ନାହିଁ ଯାହା ଫଳରେ ବହୁ ଚାଷୀ ନନା ପ୍ରକାର ଅଭାବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ଉପଜିଲ୍ଲାପାଳ ପଦ୍ମପୁର ଏବଂ ବରଗଡ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ନ ମିଳିବାରୁ ଚାଷୀ ମାନେ ବାଧ୍ୟ ହୋଇ ସବୁ ତକ ଧାନ ରାଜ ରାସ୍ତା ଉପରେ ପକାଇ ଏହାର ଉଚିତ ପ୍ରତିକାର ନ କରିବା ଯାଏଁ ରାସ୍ତା ରୋକ କରିବେ ବୋଲି ସରକାରଙ୍କୁ ଧମକ ଦେଇଛନ୍ତି ।

Advertisement