Tuesday, September 22, 2026
ADVERTISEMENT
Home ଜିଲ୍ଲା ସ୍କଟ ଲ୍ୟାଣ୍ଡପୁର ପ୍ରାଥମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍କଟ ଲ୍ୟାଣ୍ଡପୁର ପ୍ରାଥମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

713
ADVERTISEMENT

ତାଳଚେର,୧୮/୧(ପ୍ରବୀଣ କୁମାର ଦାସ ) : ତାଳଚେରର ସ୍କଟ ଲ୍ୟାଣ୍ଡପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜାଗୃତି ଦଳର ତାଳଚେର ନଗର ସଭାପତି ପ୍ରଦୀପ କୁମାର ଶତପଥି ଯୋଗ ଦେଇଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏଥିରେ ସ୍କୁଲର ଶିକ୍ଷୟତ୍ରୀ ତଥା ଅନଗୁଳର ସମାଜସେବୀ ଚିନ୍ମୟୀ ଦାସ ,ପୁଷ୍ପାଲତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Advertisement