ମାଲକାନଗିରି,୩୦।୩(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ପାଲମପଲ୍ଲୀ ଜଙ୍ଗଲରେ ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଟପ୍ ହାର୍ଡକୋର ମାଓ କମାଣ୍ଡର ମୁଚାକି କେଲାସ ନିହତ ହୋଇଥିବା ବେଳେ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏବଂ ଘଟଣାସ୍ଥଳରୁ ଗୋଟିଏ ଅଟମେଟିକ୍ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ।

















