Thursday, November 5, 2026
ADVERTISEMENT
Home ଜିଲ୍ଲା ଗାଇସିଲଟ ବ୍ଲକରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା

ଗାଇସିଲଟ ବ୍ଲକରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା

537
ADVERTISEMENT

ବରଗଡ,୧୭।୧(ରାକେଶ କୁମାର ଦାଶ) :ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ଗାଇସିଲଟା ଥାନା ଅନ୍ତର୍ଗତ ବାଞ୍ଛା ନଗର ଗ୍ରାମରେ ମହେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି । ସ୍ୱାମୀ ନିଜ ସ୍ତ୍ରୀ କୁ କାହିଁକି ମାରିଲା ଏଯାଏଁ ଅସ୍ପଷ୍ଟ ଆଛି ପୋଲିସ ଏହି ଘଟଣାର ତନାଘନା ଜାରି ରଖିଛି ।

Advertisement