Sunday, November 22, 2026
ADVERTISEMENT
Home କନ୍ଧମାଳ ଭିଜିଲାନ୍ସ ହାତରେ ଧରା ପଡିଲେ ବାଲିଗୁଡ଼ା ରାସ୍ତା ଓ କୋଠାବାଡ଼ି ଏକାଉଣ୍ଟ ଅଫିସର

ଭିଜିଲାନ୍ସ ହାତରେ ଧରା ପଡିଲେ ବାଲିଗୁଡ଼ା ରାସ୍ତା ଓ କୋଠାବାଡ଼ି ଏକାଉଣ୍ଟ ଅଫିସର

643
ADVERTISEMENT

କନ୍ଧମାଳ,୨୩।୧୨:(ଡି.ଏଚ/ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ରାସ୍ତା ଓ କୋଠା ବାଡ଼ି ଏକାଉଣ୍ଟ ଅଫିସର ବିନୀତ ପ୍ରସାଦ ଶ୍ରୀବାସ୍ତବ ପାଞ୍ଚହଜାର ଟଙ୍କା ଲାଞ୍ଚ ନେବା ବେଳେ ରଙ୍ଗେ ହାତରେ ଧରା ପଡିଲେ ସେ ଠିକାଦାର ପ୍ରଦୀପ ନାୟକଙ୍କ ଠାରୁ ଏକ ଘରର କିଛି ଅର୍ଥ ରହିଯାଇ ଥିବାରୁ ସେହି ଟଙ୍କାକୁ ଫେରସ୍ତ ପାଇବା ପାଇଁ ଦେଇଥିଲେ ଠିକ ସେହି ସମୟରେ ଭିଜିଲାନ୍ସ ହାବୁଡ଼ରେ ଧରାପଡିଥିବା ସୂଚନା ମିଳିଛି । ଆଜି ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ରବିକାନ୍ତ ସୁନା, ଟି ଛୁଟରିଆ ଏହି ସୂଚନା ଦେଇଛନ୍ତି ।

Advertisement