Tuesday, September 8, 2026
ADVERTISEMENT
Home ଜିଲ୍ଲା ୮ ଜଣ ମୋବାଇଲ ଚୋର ଏବଂ ଚୋରିରେ ବ୍ୟବହୃତ ଗାଡି ଜବତ

୮ ଜଣ ମୋବାଇଲ ଚୋର ଏବଂ ଚୋରିରେ ବ୍ୟବହୃତ ଗାଡି ଜବତ

249
ADVERTISEMENT

ବରଗଡ:୧୯/୧୨,(ଡି.ଏଚ/ରାକେଶ କୁମାର ଦାଶ) : ଗତ ତା 12.12.2019 ରେ ଡୁଙ୍ଗୁରିପାଲି ବାସିନ୍ଦା ପରମାନନ୍ଦ ସୁନା ପାଇକମାଳ ଥାନାରେ ଅଭିଯୋଗ କରିଥିଲେ ଯେ ପାଇକମାଳରେ ଥିବା ତାଙ୍କ mobile shopରୁ 11.12.2019 ରାତିରେ କେତେକ ଦୁର୍ବୁକ୍ତ ଦୋକାନ ଭାଙ୍ଗି 21 ଟି mobile, 50 ଟି ମେମୋରୀ କାର୍ଡ, pendrive, ଏବଂ 1500 ତାଙ୍କ କେଶ ଚୋରାଇ ନେଇଥିଲେ । ତାପରେ ପାଇକମାଳ ପୋଲିସ ତନାଘନା ପରେ ଚୋରି ହୋଇଥିବା mobile ଏବଂ 8 ଜଣ ଚୋର ଏବଂ ଚୋରିରେ ବ୍ୟବହାର ହୋଇଥିବା xylo car ଜବତ କରିଛନ୍ତି । ମୁଖ୍ୟ ଅପରାଧୀ ଲଳିତ ବରିହା, ଦୀନେଶ ସାହୁ, ଗୋପାଳ ଜସ୍ୱାନି, ଯୁଗଳ କିଶୋର ଭୋଇ, ଜୟଦେବ ସାହୁ ଏବଂ 3 ଜଣ ନାବାଳକକୁ ପାଇକମାଳ ପୋଲିସ ଗିରଫ କରିଛନ୍ତି, ସମ୍ପୃକ୍ତ ଆସାମୀ ମନକୁ ପଦ୍ମପୁର ଉପ କାରାଦଣ୍ଡକୁ ସ୍ଥାନାନ୍ତର କରାଯାଇଛି ।

Advertisement