ଗଞ୍ଜାମ ଧାନ ମଳିଲା ବେଳେ : ଧାନ ମଳା ମେସିନ୍ ଭିତରେ ପଶି ମୃତ୍ୟୁ By Dunia Halchal - December 17, 2019 283 Share FacebookXPinterestWhatsApp ADVERTISEMENT ବ୍ରହ୍ମପୁର,୧୭।୧୨(ଡି.ଏଚ/ଗୁରୁପ୍ରସାଦ ପଟନାୟକ ) : ଏହି ଘଟଣାଟି କାଟୁ ସହର ଶିକିରି ନିକଟସ୍ଥ ଏକ ଧାନଖେତରେ ଧାନ ମଳା ଚାଲିଥିବା ବେଳେ ଧାନ ମଳା ମେସିନ୍ ରେ ପଡି ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ସାମାନ୍ୟ ଅସାବଧାନ ଯାଗୁଁ ଏହି ଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି l Advertisement