କୋରାପୁଟଜିଲ୍ଲା ଜୟପୁର ଠାରେ ବୋଇତ ବନ୍ଦାଣ ମହୋତ୍ସବ By Dunia Halchal - November 13, 2019 246 Share FacebookTwitterPinterestWhatsApp ADVERTISEMENT କୋରାପୁଟ,୧୩/୧୧(ଡି.ଏଚ/ଦୟାନିଧି ପଟନାୟକ ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ମହୋତ୍ସବ ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା ଏଠାରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । Advertisement