ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି

648
ADVERTISEMENT

ନୂଆଦିଲ୍ଲୀ, ୧୯/୬(ଦୁନିଆ ହାଲଚାଲ): ଲୋକସଭା ବାଚସ୍ପତି ହେଲେ ରାଜସ୍ଥାନ କୋଟାର ସାଂସଦ ଓମ ବିର୍ଲା | ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ | ଵାଚନିକ ଭୋଟରେ ପ୍ରସ୍ତାବ ଦିଆଯାଇଥିବାବେଳେ କଂଗ୍ରେସ ସହ ଅନ୍ୟ ଦଳମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ |

Advertisement