Friday, November 6, 2026
ADVERTISEMENT
Home ଜିଲ୍ଲା ସ୍କୋରପିଓ ଧକ୍କାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ସ୍କୋରପିଓ ଧକ୍କାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

414
ADVERTISEMENT

ବରଗଡ଼, ୦୩/୧୧ (ଡି.ଏଚ/ରାକେଶ କୁମାର ଦାସ) : ବରଗଡ ଜିଲ୍ଲା ପଦ୍ମପୁର ନୂଆପଡା ରାସ୍ତା ବିଜାଡ଼ିହି ଛକରେ ଏକ ଧଳା ସ୍କୋରପିଓ ସହିତ ଦୁଇ ଚକିଆ ବାହାନର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ବାଇକରେ ବସି ଥିବା କୁମର ସାହୁଙ୍କ ମୃତ ହୋଇଚି । ଆଉ ଅନ୍ୟ ଜଣେ ଈଶ୍ୱର ସାହୁ ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଆଡ଼ମିଟ ହୋଇଛନ୍ତି। ସୂଚନା ମୁତବିକ ବାଇକରେ ଥିବା ଦୁଇ ଜଣ ବିଜେପୁର ବ୍ଲକ ଅନ୍ତର୍ଗତ ପୋଡ଼ମୁଣ୍ଡା ଗ୍ରାମର ବାସିନ୍ଦା ଅଟନ୍ତି। ସେମାନେ ପୋଡ଼ମୁଣ୍ଡାରୁ ବିଜାଡ଼ିହି ଗ୍ରାମକୁ ବିବାହ ପ୍ରସ୍ତାବ ପାଇଁ ଯାଇଥିଲେ। ଏବଂ ଫେରିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା।

Advertisement