ବିବାହ କରୁଛନ୍ତି ମୁସଲିମ ତୃଣମୂଳ ସାଂସଦ

170
ADVERTISEMENT

କୋଲକାତା,୧୮/୬(ଏଜେନ୍ସି): ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି | କାରଣ ନୁସରତ ତୁର୍କୀର ଇସ୍ତାନବୁଲ ସହରରେ ନିଜର ପ୍ରେମିକ ତଥା କୋଲକାତାର ବ୍ୟବସାୟୀ ନିଖିଳ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି |

Advertisement