Saturday, September 26, 2026
ADVERTISEMENT
Home କୋରାପୁଟ ମହାବିଦ୍ୟାଳୟ ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ ଅସନ୍ତୋଷ।

ମହାବିଦ୍ୟାଳୟ ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ ଅସନ୍ତୋଷ।

322
ADVERTISEMENT

କୋରାପୁଟ /କୋଟପାଡ଼,୨୩/୧୦(ଡି.ଏଚ/ ଦୟାନିଧି ପଟ୍ଟନାୟକ ) :ବର୍ଷେ ନୁହେଁ କି ଦୁଇ ବର୍ଷ ଆଜିକୁ 39 ବର୍ଷ ଧରି ସମସ୍ୟା ଘେରରେ ବାନ୍ଧି ହଇଛି ମହାବିଦ୍ୟାଳୟ। ମହାବିଦ୍ୟାଳୟ ସ୍ଥାପିତ ହୋଇଛି ହେଲେ ଜମି ପଟ୍ଟା ପାଇବାରୁ ବଞ୍ଚିତ।ଭିତ୍ତିଭୂମି ଠାରୁ ଆରମ୍ଭ କରି ଅନେକ ସମସ୍ୟାରେ ସନ୍ତୁଳି ହେଉଛି ମହାବିଦ୍ୟାଳୟ। ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନଥିବା ଯୋଗୁଁ ଅତି କଷ୍ଟରେ କରୁଛନ୍ତି ଶିକ୍ଷା ଅଧ୍ୟୟନ । ଛଅଟି ଶ୍ରେଣୀ ଗୃହରେ ଅଧ୍ୟୟନ କରୁଛନ୍ତି ୭୦୬ ଛାତ୍ର ଛାତ୍ରୀ ।

Advertisement