Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ବାଲଟ ପେପରରେ ଭୋଟ ଦେବେ ଆଶୀର୍ବାଦ ବେହେରା

ବାଲଟ ପେପରରେ ଭୋଟ ଦେବେ ଆଶୀର୍ବାଦ ବେହେରା

279
ADVERTISEMENT

ଭୁବନେଶ୍ବର,୨୭/୯(ଡି .ଏଚ ): ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓ ସି ଏ ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ଥିବାରୁ ବାଲଟ ପେପରରେ ଭୋଟ ଦେବେ l ଆଜି ଝାରପଡ଼ା ଜେଲ୍‌ ଅଧୀକ୍ଷକଙ୍କ ପାଖକୁ ୪ଟି ବାଲଟ ପେପର ପଠାଇଥିଲେ ଓ ସି ଏ ନିର୍ବାଚନ ଅଧିକାରୀ l

Advertisement