ଭୁବନେଶ୍ୱର,୨୭/୯(ଡି .ଏଚ): ଅର୍ଥ ତତ୍ତ୍ୱ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓ .ସି. ଏ ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରୁ କଟକ ଏସ ସି ଵି କୁ ସ୍ଥାନାନ୍ତର , ଦେହ ଅସୁସ୍ଥ ଥିବାରୁ ତାଙ୍କୁ କାଜୁଆଲିଟିର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯାଇଛି l


















