ମୁଖ୍ୟ ଖବରରାଜ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଟୀକା କରଣ By Dunia Halchal - September 14, 2019 256 Share FacebookTwitterPinterestWhatsApp ADVERTISEMENT ଢେଙ୍କାନାଳ,୧୪/o୯(ଏଜେନସି ) : ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦଶମ ଶ୍ରେଣୀ ଡିପଥେରିଆ ଓ ଟିଟନାଶ ( )ଟୀକା କରଣ କରାଯାଇଥିଲା ।ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ଉପସ୍ତିତିରେ ଏହି କାର୍ଯ୍ୟକ୍ରମ ସମାପନ କରିଥିଲେ । Advertisement