ଫାଇନାନ୍ସ କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର୍ ଗିରଫ

196
ADVERTISEMENT

ସମ୍ବଲପୁର ,୧୨|୬(ଡି. ଏଚ. ଏନ ):ରେଙ୍ଗାଲି ପିପୁଲ୍ ଫୋରମ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ମ୍ୟାନେଜର ଆକାଶ ଆଲୁ ଠକେଇ ମାମଲାରେ ଗିରଫ । ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କା ନିଜେ ରଖି ଚୋରି ହୋଇଗଲା ବୋଲି କହି ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ । ଏହାସହ ଦର୍ଶାଇଥିଲେ କି ଆଖିରେ ଲଙ୍କା ଗୁଣ୍ଡ ପକାଇ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟ୍ କରିଛନ୍ତି । ତେବେ ତଦନ୍ତ ପରେ ଅଭିଯୋଗ କାରୀ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା ପୋଲିସ୍ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲଣ କରାଯିବ ।

Advertisement