ମାଲକାନଗିରି:ନକ୍ସଲଙ୍କ ଭୟରେ ୧୫ଟି ବୁଥରେ ଆଦୌ ମତଦାନ ନାହିଁ

364
ADVERTISEMENT

ମାଲକାନଗିରି,(ଦୁନିଆ ହାଲ୍ ଚାଲ୍): ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ହିଁ ହେଲା। ନକ୍ସଲଙ୍କ ଭୟରେ ମାଲକାନଗିରି ଜିଲ୍ଲାର ୫୪୦ଟି ବୁଥ ମଧ୍ୟରୁ ୧୫ଟି ବୁଥରେ ଆଦୌ ମତଦାନ ହୋଇନାହିଁ। ଦୁର୍ଗମ ଅଞ୍ଚଳର ବୁଥ୍ ଗୁଡ଼ିକରେ କେତେ କ’ଣ ମତଦାନ ହୋଇଛି ତାହା ସଠିକ୍ ସୂଚନା ମିଳିନଥିବାରୁ ଆଦୌ ମତଦାନ ଓ ସ୍ବଳ୍ପ ମତଦାନ କେନ୍ଦ୍ର ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି। ନକ୍ସଲଙ୍କ ବାରମ୍ବାର ଧମକ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇ କୁହାଯାଉଛି।

Advertisement