ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ

278
ADVERTISEMENT

ମୁମ୍ବାଇ,o୨/o୯ (ଏଜେନସି ) : ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସିଦ୍ଧିବିନାୟକଙ୍କ ଦର୍ଶନ କରି ଆଳତି କରିଥିଲେ। ପୂର୍ବ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମଧ୍ୟ ଦର୍ଶନ କରିଥିଲେ।

Advertisement