ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରେ ରେ ଅଗ୍ନିକାଣ୍ଡ

209
ADVERTISEMENT

କଟକ,(ଦୁନିଆ ହାଲ୍ ଚାଲ୍):ମର୍କତ ନଗର ସେକ୍ଟର୍‌ ୧୦ରେ ଥିବା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ ଘଟି ବହୁ ଆସବାବପତ୍ର, ଦଲିଲ ଓ କମ୍ପ୍ୟୁଟର୍‌ ଆଦି ପୋଡ଼ି ଯାଇଛି। ବ୍ୟାଙ୍କ୍‌ ଘରେ ନିଆଁ ଲାଗିଥିବା କଥା ଜଣାପଡ଼ିବାପରେ ଅଗ୍ନିଶମ ବିଭାଗରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।

Advertisement