Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ମୁନିଗୁଡ଼ା:କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ

ମୁନିଗୁଡ଼ା:କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ

366
ADVERTISEMENT

ମୁନିଗୁଡ଼ା,(ଦୁନିଆ ହାଲ୍ ଚାଲ୍): ଶୁକ୍ରବାର ମୁନିଗୁଡ଼ା ଷ୍ଟେସନ୍‌ରେ ଅଟକି ଥିବା ଏକ କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ ଲାଗିଛି। ମୁନିଗୁଡ଼ା ଷ୍ଟେସନ୍‌ ମାଷ୍ଟର୍‌ ବିଶାଖାପାଟଣାରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ମାଲଗାଡ଼ିର ଗୋଟାଏ କୋଇଲା ବଗିରେ ନିଆଁ ଲାଗିଥିବା ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

Advertisement