Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ବସଷ୍ଟାଣ୍ଡରେ ଜଳିଲା ବସ

ବସଷ୍ଟାଣ୍ଡରେ ଜଳିଲା ବସ

281
ADVERTISEMENT

ଭୁବନେଶ୍ୱର,୨୮/୮(କୁନା ପ୍ରଧାନ) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଆଜି ଅପରାହ୍ନ 2ଟା ପାଖା ପାଖି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ବସଷ୍ଟାଣ୍ଡ ରେ ଛିଡା ହୋଇଥିବା ଏକ ବସ ରେ ହଠାତ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି।ଯାହାକି ଦେଖୁ ଦେଖୁ ବଢିବା ସହିତ ହୁତୁ ହୁତୁ ହୋଇ ଜଳିବାର ଦେଖା ଯାଇଛି।ଯାହାକୁ ଦେଖି ଷ୍ଟାଣ୍ଡ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା।ଲୋକମାନେ ଭୟରେ ଏପଟ ସେପଟେ ଧାଉଁ ଥିବାର ଦେଖିବାକୁ ମିଳିଛି।

Advertisement