Sunday, September 13, 2026
ADVERTISEMENT
Home ଆଞ୍ଚଳିକ ସୁନା ଦୋକାନରୁ କାନ୍ଥ ତାଡି ବଡ଼ ଧରଣର ଲୁଟ୍ ।

ସୁନା ଦୋକାନରୁ କାନ୍ଥ ତାଡି ବଡ଼ ଧରଣର ଲୁଟ୍ ।

2
ADVERTISEMENT

ଝାରସୁଗୁଡା,୧୩।୦୯(ଡ଼ି.ଏଚ ବ୍ୟୁରୋ):-ଝାରସୁଗୁଡା ସହର ସ୍ଥିତ ମଙ୍ଗସପୁରିଆ ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । କିଛି ଦୁର୍ବୁତ୍ତ ସୁନା ଦୋକାନର ପଛ ପଟ କାନ୍ଥ ତାଡି ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ସହ ଦୋକାନର CCCTV ଡିଭିଆ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏବଂ ଝାରସୁଗୁଡା ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

Advertisement