ବାରିପଦା,୧୧।୦୯(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଭିଜିଲାନ୍ସ ଟିମ୍ ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ୨ ଅଡିଟ୍ ଅଫିସର୍ ଙ୍କୁ ଗିରଫ କରିଛି । ୨ ଅଡିଟ୍ ଅଫିସର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ସେନେଇ ତଦନ୍ତ କରୁଛି ଭିଜିଲାନ୍ସ ।

















