Wednesday, September 9, 2026
ADVERTISEMENT
Home ଆଞ୍ଚଳିକ ୩୪ ହଜାର ଲିଟର ପୋଚ ଓ ୧୫ଶହ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ...

୩୪ ହଜାର ଲିଟର ପୋଚ ଓ ୧୫ଶହ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ ।

3
ADVERTISEMENT

ଦିଗପହଣ୍ଡି ୦୯।୦୯(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଡାହାବାଡ଼, ଗୁଜଲିଙ୍ଗ ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଦିଗପହଣ୍ଡି ଅବକାରି ବିଭାଗ ଓ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗର ଚଢ଼ାଉ ବେଳେ ୩୪ ହଜାର ଲିଟର ପୋଚ ଓ ୧୫ଶହ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ ସହ ନଷ୍ଟ । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement