Tuesday, September 8, 2026
ADVERTISEMENT
Home Uncategorized କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

2
ADVERTISEMENT

ବାଲେଶ୍ୱର,୦୮।୦୯(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛାତ୍ରୀ ଜଣକ ନୀଳଗିରି ପଂଚଲିଙ୍ଗେଶ୍ୱର ଅଞ୍ଚଳର ଭାଗ୍ୟଶ୍ରୀ ରାଉତ ହୋଇଥିବାବେଳେ ସେ କଂପ୍ୟୁଟର ସାଇନ୍ସର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ଖନ୍ତାପଡ଼ା ପୁଲିସର ତଦନ୍ତ ଜାରି ।

Advertisement