ADVERTISEMENT
Home ଆଞ୍ଚଳିକ ସେତୁ ଉପରୁ ଭାରସ୍ୟାମ ହରାଇ ପାଣିକୁ ଖସିଲା ବାଇକ୍ , ସ୍ତ୍ରୀଙ୍କର ମୃତ୍ୟୁl

ସେତୁ ଉପରୁ ଭାରସ୍ୟାମ ହରାଇ ପାଣିକୁ ଖସିଲା ବାଇକ୍ , ସ୍ତ୍ରୀଙ୍କର ମୃତ୍ୟୁl

3
ADVERTISEMENT

ଯାଜପୁର,୩୧/୮(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ବରୀ-କୁଆଖିଆ ମୁଖ୍ୟ ରାସ୍ତା ଶିବାଛକରୁ ଇନ୍ଦାରୋଇକୁ ସଂଯୋଗ କରୁଥିବା ସେତୁ ଉପରୁ ଭାରସ୍ୟାମ ହରାଇ ପାଣିକୁ ଖସିଲା ବାଇକ୍ l ଫଳରେ ବାଇକ୍ ରେ ଥିବା ସ୍ବାମୀ, ସ୍ତ୍ରୀ ଓ ୩ ବର୍ଷର ପୁଅ ପାଣିରେ ପଡ଼ିଯାଇଥିବାବେଳେ ବାପ ପୁଅ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି l ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ।

Advertisement