Saturday, August 29, 2026
ADVERTISEMENT
Home ଆଞ୍ଚଳିକ କାର୍ ସୋ ରୁମରେ ଅଗ୍ନିକାଣ୍ଡ ।

କାର୍ ସୋ ରୁମରେ ଅଗ୍ନିକାଣ୍ଡ ।

1
ADVERTISEMENT

ବ୍ରହ୍ମପୁର,୨୯।୦୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସ୍ ଟର୍ମିନାଲ ନିକଟ କାର୍ ସୋ ରୁମରେ ଅଗ୍ନିକାଣ୍ଡ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ଯେଉଁଥିରେ ଅନେକ କାର୍ ଜଳିଯାଇଥିବା ସୂଚନା । ସେହିପରି ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପ୍ରଥମ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟି କାର୍ଯ୍ୟାଳୟର ସର୍ଭର ରୁମ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇ ଛି।

Advertisement