Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର ।

ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର ।

1
ADVERTISEMENT

କେନ୍ଦ୍ରାପଡ଼ା,୨୫।୦୮(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଦୀପାଞ୍ଚଳ ଗଙ୍ଗାଧର ପ୍ରସାଦଡିଆ ଗାଁରେ ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର । ସେ କେନ୍ଦ୍ରାପଡ଼ା ଖରସ୍ରୋତା ନଦୀ ପାର୍ ହେବା ପାଇଁ ଡଙ୍ଗା ନିକଟରୁ ଯାଉଥିବାବେଳେ କୁମ୍ଭୀର ତାକୁ ଟାଣିନେଇଥିଲା ବ୍ୟକ୍ତି ଜଣକ ପରେଶ୍ବର ବେହରା ହୋଇଥିବାବେଳେ ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ ।

Advertisement