ଆସିକା,୨୪/୦୮(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଆସିକା ବ୍ଳକ ଗାଙ୍ଗପୁର ଥାନା ଅଧୀନ ବାଙ୍ଗରଡ଼ା ପଞ୍ଚାୟତର ନାହାଡ଼ା ଗ୍ରାମରେ ସ୍ତ୍ରୀ ର ଗଳା କାଟି ହତ୍ୟା କଲା ସ୍ବାମୀ ସୁଜିତ ବିଶ୍ୱାଳ l ସ୍ତ୍ରୀ ମିନତୀ ପ୍ରଧାନଙ୍କୁ ତାଙ୍କର ସ୍ୱାମୀ ସୁଜିତ ବିଶ୍ୱାଳ ଗଳା କାଟି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ସ୍ବାମୀ କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
















