Thursday, September 3, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ଓ କୁଜଙ୍ଗ ମେଡିକାଲର ବିପିଏମ୍ l

ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ଓ କୁଜଙ୍ଗ ମେଡିକାଲର ବିପିଏମ୍ l

4
ADVERTISEMENT

ଭୁବନେଶ୍ୱର,୨୧/୦୮(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲର ବିପିଏମ୍ ମନୋଜ ନାୟକ । ସେ ଜଣେ ଆଶା ଦିଦିଙ୍କ ଠାରୁ ୨୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ହାତରେ ଗିରଫ ହୋଇଛି । ସେହିଭଳି ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ମୁରଲୀଧର ଉରମାଲ। ସେ ସରକାରୀ କାର ଯୋଗେ ଫେରୁଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇବା ସହ ଯାଞ୍ଚ କରିଥିଲା। ଏବଂ ଗାଡ଼ିରୁ ନଗଦ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଥିଲା ।

Advertisement