ADVERTISEMENT
Home ଆଞ୍ଚଳିକ ଅଟୋ ଓ ଥାର୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା,ଜଣେ ମହିଳା ଶ୍ରମିକଙ୍କ ମୃତ୍ଯୁ l

ଅଟୋ ଓ ଥାର୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା,ଜଣେ ମହିଳା ଶ୍ରମିକଙ୍କ ମୃତ୍ଯୁ l

1
ADVERTISEMENT

କରଞ୍ଜିଆ,୨୧/୦୮(ଡ଼ି.ଏଚ ବ୍ୟୁରୋ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରାସ୍ତା ସାତକୋଶିଆ ଘାଟି ଠାରେ ଅଟୋ ଓ ଥାର୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା l ଫଳରେ ଅଟୋରେ ଯାତ୍ରା କରୁଥିବା ଜଣେ ମହିଳା ଶ୍ରମିକଙ୍କ ମୃତ୍ଯୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ମହୁଲଡିହା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement