Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱରରେ ଆନ୍ଦୋଳନ ଆଳରେ ଆତଙ୍କରାଜ l

ଭୁବନେଶ୍ୱରରେ ଆନ୍ଦୋଳନ ଆଳରେ ଆତଙ୍କରାଜ l

2
ADVERTISEMENT

ଭୁବନେଶ୍ୱର,୨୦।୦୮(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱରରେ ଅନଲାଇନ ଟ୍ୟାକ୍ସି, ଅଟୋ ଏବଂ ବାଇକ ଚାଳକଙ୍କୁ ଭାରି ପଡ଼ିଲା ଆନ୍ଦୋଳନ। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ ଡ୍ରାଇଭରମାନେ ଆନ୍ଦୋଳନ ଆଳରେ ଆତଙ୍କରାଜ କରି ଆମ ବସ୍ ସମେତ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ପୋଲିସକୁ ଆକ୍ରମଣ କରାବା ଘଟଣାରେ କମିଶନରେଟ୍ ପୋଲିସ ୧୧୩ ଜଣଙ୍କୁ ଗିରଫ କରା ୩୫୪ଅଟୋ ଜବତ କରିଛି । ଏବଂ ଆନ୍ଦୋଳନରେ ସାମିଲ୍ ଥିବା ପ୍ରାୟ ୪୦୦ ଗାଡ଼ିର ପରମିଟ୍ ବାତିଲ ହେବା ।

Advertisement