Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଆଜି ୮୦ ତମ ସ୍ୱାଧୀନତା ଦିବସ ।

ଆଜି ୮୦ ତମ ସ୍ୱାଧୀନତା ଦିବସ ।

1
ADVERTISEMENT

ଭୁବନେଶ୍ୱର,୧୫।୦୮,(ଡ଼ି.ଏଚ ବ୍ୟୁରୋ):- ଆଜି ୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇବା ସହ ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କରିଛନ୍ତି l ଏବଂ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ଓ ବଳିଦାନକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Advertisement